ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ୭ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଭୋଟ ଗଣତି ଜାରି ରହିଛି। ମଧ୍ୟ ରାତ୍ରି ଯାଏଁ ଭୋଟ ଗଣତି ଜାରି ରହିବ। ତେବେ ସନ୍ଧ୍ୟା ୬ ଟା ସୁଦ୍ଧା ସଂଗୃହୀତ ତଥ୍ୟ ଅନୁସାରେ ବିଜେଡି ୫ଟି ଜୋନ୍‌ରେ ଆଗୁଆ ରହିଛି। ବିଜେପି ଖାତା ଖୋଲି ନଥିବା ବେଳେ ଦୁଇଟି ଯୋନରେ କଂଗ୍ରେସ ଆଗୁଆ ଅଛି। ନିମ୍ନଲିଖିତ ବ୍ଲକ ଗୁଡ଼ିକରେ ବିଜେଡି, ବିଜେପି ଓ କ‌ଂଗ୍ରେସର ପ୍ରଦର୍ଶନ ଦିଆଯାଇଛି।

Advertisment

ବ୍ଲକ୍- କାଶୀନଗର
ଜୋନ୍ ନମ୍ୱର - ୧
କଂଗ୍ରେସ : ବି ଅନୁରୋଧ - ୯୧୭
ବିଜେପି : ଏ ଶୈଳଜା - ୨୪୮୮
ବିଜେଡି : ଆର ରାଜଲକ୍ଷ୍ମୀ - ୩୬୩

ବ୍ଲକ୍- ଗୁମ୍ମା
ଜୋନ୍ ନମ୍ୱର - ୩
କଂଗ୍ରେସ : ରେଣୁକା ପାତ୍ର - ୫୭୬୬
ବିଜେପି : ମୋହିନୀ ମହାନ୍ତି - ୨୧୫
ବିଜେଡି : ଗ୍ଳେଡି ଗମାଙ୍ଗ - ୪୧୪୩

ବ୍ଲକ୍ - ନୁଆଁଗଡ
ଜୋନ୍ ନମ୍ୱର - ୫
କଂଗ୍ରେସ : ରାଜିବ ଦୋରା - ୭୨୨୦
ବିଜେପି : ତ୍ରୀନାଥ ମଣ୍ଡଳ - ୨୩୮୬
ବିଜେଡି : ଜେମସ ରାଇକା - ୪୩୬୬

ବ୍ଲକ୍- ଗୋଷାଣୀ
ଜୋନ୍ ନମ୍ୱର - ୬
କଂଗ୍ରେସ : ଅଶୋକ ଅଧିକାରୀ - ୩୩୩
ବିଜେପି : ଜଗନ୍ନାଥ ପରିଡା - ୨୮୯୦
ବିଜେଡି : ଏସ୍‌ ବାଲାରାଜୁ - ୪୭୯୭

ବ୍ଲକ୍- ମୋହନା
ଜୋନ୍ ନମ୍ୱର - ୮
କଂଗ୍ରେସ : ରିନା ପ୍ରଧାନ - ୫୮୮୯
ବିଜେପି : ବସ୍ତି ମଳିକ - ୧୩୨୨
ବିଜେଡି : କୁନ୍ତଳା ମଳିକ - ୮୫୮୦

ବ୍ଲକ୍- ରା ଉଦୟଗିରି
ଜୋନ୍ ନମ୍ୱର - ୧୧
କଂଗ୍ରେସ : ରୁତୁପର୍ଣ୍ଣା ମିଶ୍ର - ୩୨୯୭
ବିଜେପି : ମାନତ ଗିରି - ୨୧୨୧
ବିଜେଡି : ଯମୁନା ଦଳବେହେରା - ୩୫୯୮

ବ୍ଲକ୍- ରାୟଗଡା
ଜୋନ୍ ନମ୍ୱର - ୧୩
କଂଗ୍ରେସ : ମହେଶ୍ବରି ଦେବି - ୩୧୨୯
ବିଜେପି : ରେଣୁ ଭୁୟାଁ - ୩୮୯୯
ବିଜେଡି : ଗୈାତମ ଜାନି - ୪୫୫୧