ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ୭ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ ଗଣତି ଜାରି ରହିଛି। ମଧ୍ୟ ରାତ୍ରି ଯାଏଁ ଭୋଟ ଗଣତି ଜାରି ରହିବ। ତେବେ ସନ୍ଧ୍ୟା ୬ ଟା ସୁଦ୍ଧା ସଂଗୃହୀତ ତଥ୍ୟ ଅନୁସାରେ ବିଜେଡି ୫ଟି ଜୋନ୍ରେ ଆଗୁଆ ରହିଛି। ବିଜେପି ଖାତା ଖୋଲି ନଥିବା ବେଳେ ଦୁଇଟି ଯୋନରେ କଂଗ୍ରେସ ଆଗୁଆ ଅଛି। ନିମ୍ନଲିଖିତ ବ୍ଲକ ଗୁଡ଼ିକରେ ବିଜେଡି, ବିଜେପି ଓ କଂଗ୍ରେସର ପ୍ରଦର୍ଶନ ଦିଆଯାଇଛି।
ବ୍ଲକ୍- କାଶୀନଗର
ଜୋନ୍ ନମ୍ୱର – ୧
କଂଗ୍ରେସ : ବି ଅନୁରୋଧ – ୯୧୭
ବିଜେପି : ଏ ଶୈଳଜା – ୨୪୮୮
ବିଜେଡି : ଆର ରାଜଲକ୍ଷ୍ମୀ – ୩୬୩
ବ୍ଲକ୍- ଗୁମ୍ମା
ଜୋନ୍ ନମ୍ୱର – ୩
କଂଗ୍ରେସ : ରେଣୁକା ପାତ୍ର – ୫୭୬୬
ବିଜେପି : ମୋହିନୀ ମହାନ୍ତି – ୨୧୫
ବିଜେଡି : ଗ୍ଳେଡି ଗମାଙ୍ଗ – ୪୧୪୩
ବ୍ଲକ୍ – ନୁଆଁଗଡ
ଜୋନ୍ ନମ୍ୱର – ୫
କଂଗ୍ରେସ : ରାଜିବ ଦୋରା – ୭୨୨୦
ବିଜେପି : ତ୍ରୀନାଥ ମଣ୍ଡଳ – ୨୩୮୬
ବିଜେଡି : ଜେମସ ରାଇକା – ୪୩୬୬
ବ୍ଲକ୍- ଗୋଷାଣୀ
ଜୋନ୍ ନମ୍ୱର – ୬
କଂଗ୍ରେସ : ଅଶୋକ ଅଧିକାରୀ – ୩୩୩
ବିଜେପି : ଜଗନ୍ନାଥ ପରିଡା – ୨୮୯୦
ବିଜେଡି : ଏସ୍ ବାଲାରାଜୁ – ୪୭୯୭
ବ୍ଲକ୍- ମୋହନା
ଜୋନ୍ ନମ୍ୱର – ୮
କଂଗ୍ରେସ : ରିନା ପ୍ରଧାନ – ୫୮୮୯
ବିଜେପି : ବସ୍ତି ମଳିକ – ୧୩୨୨
ବିଜେଡି : କୁନ୍ତଳା ମଳିକ – ୮୫୮୦
ବ୍ଲକ୍- ରା ଉଦୟଗିରି
ଜୋନ୍ ନମ୍ୱର – ୧୧
କଂଗ୍ରେସ : ରୁତୁପର୍ଣ୍ଣା ମିଶ୍ର – ୩୨୯୭
ବିଜେପି : ମାନତ ଗିରି – ୨୧୨୧
ବିଜେଡି : ଯମୁନା ଦଳବେହେରା – ୩୫୯୮
ବ୍ଲକ୍- ରାୟଗଡା
ଜୋନ୍ ନମ୍ୱର – ୧୩
କଂଗ୍ରେସ : ମହେଶ୍ବରି ଦେବି – ୩୧୨୯
ବିଜେପି : ରେଣୁ ଭୁୟାଁ – ୩୮୯୯
ବିଜେଡି : ଗୈାତମ ଜାନି – ୪୫୫୧