ବିଜେପୁର ଉପନିର୍ବାଚନ : ବିଜେଡ଼ି ପ୍ରାର୍ଥୀ ଷଷ୍ଠ ରାଉଣ୍ଡ ସୁଦ୍ଧା ୧୨ ହଜାରରୁ ଊର୍ଧ୍ୱ ଭୋଟରେ ଆଗୁଆ

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛିି। ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟିର ଅଶୋକ ପାଣିଗାହୀଙ୍କ ଠାରୁ ପ୍ରାୟ ୧୨ ହଜାରରୁ ଊର୍ଧ୍ୱ ଭୋଟ୍‌୍‌ରେ ଆଗରେ ଅଛନ୍ତି। ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ସାହୁ ୩୩୩୭୭ ଖଣ୍ଡ ଭୋଟ୍‌ ପାଇଥିିବା ବେଳେ ଶ୍ରୀ ପାଣିଗ୍ରାହୀ ୨୦୫୭୯ ଖଣ୍ଡ ଭୋଟ୍‌ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଷଷ୍ଠ ରାଉଣ୍ଡ ସୁଦ୍ଧା ୧୮୭୭ ଖଣ୍ଡ ଭୋଟ୍‌ ପାଇଛନ୍ତି।

ସମ୍ବନ୍ଧିତ ଖବର