ଭୁବନେଶ୍ବର : ଜାନୁଆରି ୩୧ ତାରିଖ ଦିନ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ଏହାର ଅବ୍ୟବହିତ ପୂର୍ବରୁ ରଣନୀତି ନିର୍ଧାରଣ ଲାଗି ଆସନ୍ତାକାଲି ବିଜେଡି ସଂସଦୀୟ ଦଳ ବୈଠକ ଡକାଯାଇଛି। ପୂର୍ବାହ୍ନ ୧୧ଟା ବେଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।
ବିଜେଡି ସଂସଦୀୟ ଦଳ ବୈଠକ ଆଜି, ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ
/sambad/media/post_attachments/wp-content/uploads/2019/08/naveen_patnaik_660_052319021925_052919010952.jpg)