ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୩ଟି ପୌରପାଳିକା ମଧ୍ୟରୁ ୨ଟିରେ ବିଜୁ ଜନତା ଦଳ ପ୍ରାର୍ଥୀ ପୌର ଅଧ୍ୟକ୍ଷ ହୋଇଛନ୍ତି। ଅନ୍ୟ ଏକ ପୌର ପାଳିକାରେ ବିଜେପି ପ୍ରାର୍ଥୀ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଜିତିଛନ୍ତି। ବୀରମିତ୍ରପୁର ପୌରାଧ୍ୟକ୍ଷ ପାଇଁ ହୋଇଥିବା ଶେଷ ରାଉଣ୍ଡ ଗଣତି ସୁଧ୍ୟା ବିଜେଡିର ସନ୍ଦୀପ ମିଶ୍ର ୭୬୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏଠାରେ ବିଜେପିରର ସୁନୀଲ ତିୱାରୀଙ୍କୁ ୪୩୭୦ଖଣ୍ଡ ଓ କଂଗ୍ରେସର ଶଶୀ ସାଗରଙ୍କୁ ୩୩୦୭ ଖଣ୍ଡ ଭୋଟ ମିଳିଛି। ରାଜଗାଙ୍ଗପୁର ପୌର ପାଳିକାରେ ବିଜେଡି ପ୍ରାର୍ଥୀ ମାଧୁରୀ ଲୁଗୁନ ଅଧ୍ୟକ୍ଷା ହୋଇଛନ୍ତି।
ବୀରମିତ୍ରପୁର ପୌରପାଳିକା ଫଳାଫଳ: ମୋଟ ୱାର୍ଡ - ୧୧
ୱାର୍ଡ ବିଜୟୀ
୧. ବିଜେଡି
୨. ବିଜେପି
୩. ବିଜେଡି
୪. ବିଜେଡି
୫. ବିଜେଡି
୬. ବିଜେଡି
୭. ବିଜେଡି
୮. କଂଗ୍ରେସ
୯. ବିଜେଡି
୧୦. ବିଜେଡି
୧୧. ବିଜେଡି
ରାଜଗାଙ୍ଗପୁର ପୌରପାଳିକା ଫଳାଫଳ: ମୋଟ ୱାର୍ଡ - ୨୦
୧ - ବିଜେଡି (କୌଶଲ ସିଂ)
୨ - ବିଜେଡି (ମହମଦ ଇରଫାନ)
୩ - ବିଜେପି (ଶ୍ୱେତା କୁମାରୀ ଅଗ୍ରୱାଲ)
୪ - ବିଜେଡି (କୌଶର ପ୍ରବୀଣ)
୫ - ବିଜେଡି ସୁଧୀର ସାରେ)
୬ - ବିଜେପି (ବୁଧ ନାରାୟଣ ସାହୁ)
୭ - ବିଜେଡି (ଗୋବର୍ଦ୍ଧନ ତନ୍ତୀ)
୮ - ବିଜେଡି (ଆଲବେର୍ଟ କମଲ କୁମାର ମିଞ୍ଜ)
୯ - ବିଜେଡି (ଅନ୍ତରେଖା ପଲ୍ଲେଇ)
୧୦ - କଂଗ୍ରେସ (ଗାନ୍ଧୁଆରୀ ମିଞ୍ଜ)
୧୧- ବିଜେଡି (ଲଳିତା ଚୁନିଆ)
୧୨ - ବିଜେପି (ସୁମନ ଶର୍ମା)
୧୩ - ବିଜେଡି (ସୁଜାତା ତିର୍କୀ )
୧୪ - କଂଗ୍ରେସ (ସୁସ୍ମିତା ତିରୁ)
୧୫ - ବିଜେଡି (ପ୍ୟାରୀ ତିର୍କୀ)
୧୬ - ବିଜେଡି (ନିବେଦିତା ବେହେରା)
୧୭ - ବିଜେଡି (ସିମରନ ତନ୍ତୀ)
୧୮- କଂଗ୍ରେସ (ସୁମିତ୍ରା ବାର୍ଲା)
୧୯ - କଂଗ୍ରେସ (ପିଭିକେ କୋୟା)
୨୦ - ସ୍ୱାଧୀନ (କୁନ୍ଦନ କୁମାର ସିଂ)
ସୁନ୍ଦରଗଡ଼ ପୌରପାଳିକା ଫଳାଫଳ
ବିଜେପି - ୭୮୧୨
ସ୍ୱାଧୀନ - ୬୫୪୨
ବିଜେଡି - ୬୫୭୭
ବିଜେପି ଜିତିଲା ୧୨୩୫ ଭୋଟରେ ବିଜୟୀ