ଯାଜପୁର: ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦ ଆସନର ଦ୍ବିତୀୟ ଦିନ ଗଣତି ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ୧୨ଟି ଜିଲ୍ଲା ପରିଷଦ ସବୁ ଆସନରୁ ବିଜେଡି ବିଜୟୀ ହୋଇଛି। ଜିଲ୍ଲାରେ ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ ଖାତା ଖୋଲି ନାହାନ୍ତି। ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦ ଚୂଡ଼ାନ୍ତ ଫଳାଫଳ ନିମ୍ନରୁ ଜାଣନ୍ତୁ:
ବିଜୟୀ ପ୍ରାର୍ଥୀ
୧.ବଡଚଣା(୧୭)-ଗଣେଶ୍ବର ବରାଳ-ବ୍ୟବଧାନ- ୬୩୮୫
୨.ବଡଚଣା(୧୮)-ସସ୍ମିତା ମହାନ୍ତି-ବ୍ୟବଧାନ- ୫୫୫୫
୩.ବରୀ(୨୨)-ଦିଲିପ କୁମାର ମହାନ୍ତି-ବ୍ୟବଧାନ-୮୬୭
୪.ବିଂଝାରପୁର(୨୬)-ନନ୍ଦ କିଶୋର ସାମଲ-ବ୍ୟବଧାନ-୧୦୩୭୫
୫.ଦାନଗଦି(୮)-ଟିନା ହାଇବ୍ରୁ-ବ୍ୟବଧାନ୩୭୬୨
୬.ଦଶରଥପୁର(୫)-ମନସ୍ବିନୀ ଦାସ-ବ୍ୟବଧାନ-୧୦୪୭୪
୭.ଧର୍ମଶାଳା(୧୨)-ପ୍ରଣତୀ ଲେଙ୍କା-ବ୍ୟବଧାନ- ୭୫୨୬
୮.ଧର୍ମଶାଳା(୧୩)-ସ୍ମତିରେଖା ବେହେରା-ବ୍ୟବଧାନ- ୧୨୩୧୬
୯.ଯାଜପୁର (୩୦)-ସୁନିତା ରାଉତ-ବ୍ୟବଧାନ- ୧୪୪୨୨
୧୦.କୋରେଇ(୨)-ଉମାକାନ୍ତ ମାଝି-ବ୍ୟବଧାନ-୬୯୨୧
୧୧.ରସୁଲପୁର(୩୪)-ମମତା ଖୁଣ୍ଟିଆ-ବ୍ୟବଧାନ-୭୪୭୯
୧୨. ସୁକିନ୍ଦା(୩୮)-ସାଧୁଚରଣ ଟୁୟୁ- ବ୍ୟବଧାନ-୪୦୩୬
ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ: ଖାତା ଖୋଲିନାହାନ୍ତି ବିଜେପି ଓ କଂଗ୍ରେସ
/sambad/media/post_attachments/wp-content/uploads/2022/02/Jajpur_BJD-Own-in-Every-Zone_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)