କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟଲାଭ କରିଛନ୍ତି। ବିଜେଡି ପ୍ରାର୍ଥୀ ରଣଜିତ ନାୟକ ବିଜେପିର ମହେଶ୍ୱର ନାୟକଙ୍କୁ ୧୩୧୧୮ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି। ରଣଜିତଙ୍କୁ ୧୮, ୨୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମହେଶ୍ୱରଙ୍କୁ ୫୧୨୨ ଖଣ୍ଡ ଭୋଟ ମିଳିଛି।
ଘଟଗାଁ ଜିଲ୍ଲା ପରିଷଦ ଉପନିର୍ବାଚନରେ ଜିତିଲେ ବିଜେଡି ପ୍ରାର୍ଥୀ
/sambad/media/post_attachments/wp-content/uploads/2022/02/27_02_2022-bjd-odisha_22503255_205513383.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)