ଭୁବନେଶ୍ବର : ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବା ସହ ଜିଲ୍ଲା ପରିଷଦ ସଭାପତି ପଦ ହାତେଇଥିବା ବିଜେଡି ଶୁକ୍ରବାର ଦିନ ସମସ୍ତ ଉପସଭାପତି ପଦବି ବି ହାତେଇଛି। ୧୫ଟି ଜିଲ୍ଲାରେ ମହିଳାଙ୍କୁ ଜିଲ୍ଲା ପରିଷଦ ଉପସଭାପତି କରାଯାଇଛି।
ଜିଲ୍ଲା ଜିଲ୍ଲାପରିଷଦ ଉପସଭାପତି
ବାଲେଶ୍ବର - ଅନସୂୟା ପ୍ରଧାନ
ନବରଙ୍ଗପୁର - ଲିପିକା ବାରୋଇ
ମାଲକାନଗିରି - ପତିତପାବନ ବୈଦ୍ୟ
କୋରାପୁଟ - ରାଧା ବିନୋଦ ସାମନ୍ତରାୟ
ରାୟଗଡ଼ା - ସନ୍ତୋଷ ସୁନା
ସମ୍ବଲପୁର - ମାଧବ ମିର୍ଧା
ପୁରୀ - ସ୍ବାଧୀନ ନାୟକ
ଭଦ୍ରକ - ଟୁନିବାଳା ବିଶ୍ବାଳ
ମୟୂରଭଞ୍ଜ - ବିପିନସିଂହ ବାଦ୍ରା
ସୋନପୁର - ଝସକେତନ ବଘାର
ଯାଜପୁର - ଗଣେଶ ବରାଳ
ଦେବଗଡ଼ - ବର୍ଷାରାଣୀ ମୁଣ୍ଡା
କଟକ - ସୁଭଦ୍ରା ଦାସ
କେନ୍ଦ୍ରାପଡ଼ା - ଅଶୋକ ପ୍ରତିହାରୀକେନ୍ଦୁଝର - ସୋମନାଥ ଦାସ
ନୟାଗଡ଼ - ବିଷ୍ଣୁପ୍ରିୟା ବେହେରା
ଗଞ୍ଜାମ - ଏସ୍.ରାଜେଶ୍ବରୀ ଦୋରା
ସୁନ୍ଦରଗଡ଼ - କମଳ ଲାକ୍ରା
ଅନୁଗୁଳ - ରଶ୍ମିତା ସେଠୀ
ଢେଙ୍କାନାଳ - ବିଳାସିନି ସେଠୀ
କଳାହାଣ୍ଡି - ସୁଧିରା ମେହେର
ଖୋର୍ଦ୍ଧା - ଗୋପୀନାଥ ମହାରଣା
ବୌଦ୍ଧ - ଶଙ୍କର୍ଷଣ ପ୍ରଧାନ
ନୂଆପଡ଼ା - ଦୀପିକା କୌଶଲ୍ୟା ଦୀପ
ବରଗଡ଼ - ମୋହନ ଲୁହା
ବଲାଙ୍ଗୀର - ମିଥିଳା ମାଝୀ
ଝାରସୁଗୁଡ଼ା - ଅକ୍ଷୟ ସାହୁ
ଜଗତସିଂହପୁର - ସୁଜାତା ମହାନ୍ତି
କନ୍ଧମାଳ - ସାଧବାଣୀ ନାୟକ
ଗଜପତି - କୁନ୍ତଳା ମଲ୍ଲିକ