ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହା ସହ ଆଜି ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ ରହିଛି ଫେବ୍ରୁଆରି ୬। ୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ୍ ହେବ। ୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ୨୪ ତାରିଖରେ ନିର୍ବାଚନ ହୋଇ ୨୮ରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ।
ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି ଜାରି
/sambad/media/post_attachments/wp-content/uploads/2018/01/bijepur-copy-copy.psd-ff.jpg)