ଭୁବନେଶ୍ବର : ବିଜେପିର ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୫ ବରିଷ୍ଠ ନେତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ବିଷ୍ଣୁ ଦାସ, ଉମାକାନ୍ତ ପଟ୍ଟନାୟକ, ଉର୍ମିଳା ମହାପାତ୍ର, ସୋନାଲି ସାହୁ ଓ ଚିତ୍ରଲେଖା ମହାନ୍ତି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ନିଯୁକ୍ତି ଦେଇଛନ୍ତି ବୋଲି ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି।
ବିଜେପିର ୫ ନୂଆ ମୁଖପାତ୍ର
/sambad/media/post_attachments/wp-content/uploads/2019/04/bjp-9.jpg)