ଭୁବନେଶ୍ବର : ରାଜ୍ୟ ବିଜେପିର ନିର୍ବାଚନ ଇସ୍ତାହାର ତଥା ସଂକଳ୍ପ ପତ୍ର ଆସନ୍ତାକାଲି ଉନ୍ମୋଚନ ହେବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହାକୁ ଭୁବନେଶ୍ବରରେ ଉନ୍ମୋଚନ କରିବେ। ଏହା ପରେ ଶ୍ରୀ ଶାହ ଗଞ୍ଜାମ ଜିଲ୍ଲାର େପାଲସରା ଓ ବରଗଡ଼ ଯାଇ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ଆଜି ବିଜେପିର ଇସ୍ତାହାର ଉନ୍ମୋଚନ
/sambad/media/post_attachments/wp-content/uploads/2019/04/BJP_1280_720-1-770x433.jpg)
/sambad/media/agency_attachments/2024-07-24t043029592z-sambad-original.webp)