ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମନମୋହନ ସାମଲ ଆମର ହିରୋ। ତାଙ୍କ ପାଇଁ ଓଡ଼ିଶାରେ ବିଜେପି ସରକାରକୁ ଆସିଛି। ଆଉ ଦେଶରେ ବି ସରକାର ହୋଇଛି ‌‌ବୋଲି ଯୋଗାଣ ମନ୍ତ୍ରୀ  କହିଛନ୍ତି ।

Advertisment

ସିଏ ହିଁ ଜଣେ ଲୋକ ଯିଏ ମେଣ୍ଟକୁ ମନା କରି ଏକାକୀ ଲଢିବାକୁ କହିଥିଲେ।

ତାଙ୍କ ନେତୃତ୍ୱରେ ଦଳ ଠିକ୍ ଚାଲିଛି। ସବୁକିଛି ଠିକ୍ ସମୟରେ ହେବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। 

 Manmohan Samal | krushna chandra patra