ଭୁବନେଶ୍ବର : କେନ୍ଦୁଝରର ବିଜେଡି ନେତା ଅଲେଖ କୁମାର ସିଂହଙ୍କୁ ଦଳ ଆଜି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହ କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ସହପର୍ଯ୍ୟବେକ୍ଷକ କରିଛି। େସହିପରି କେନ୍ଦ୍ରାପଡ଼ା ମ୍ୟୁନିସପାଲଟିର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ପ୍ରବୀର କୁମାର ମହାନ୍ତି ଆଜି ୪୦ରୁ ଅଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ବିଜୁ ଛାତ୍ର ଜନତାର ଉପଦେଷ୍ଟା ବିଶ୍ବଜିତ ଦାସ ଉପସ୍ଥିତ ଥିଲେ।
ଅଲେଖ ହେଲେ ସାଧାରଣ ସମ୍ପାଦକ, ବିଜେଡିରେ ମିଶିଲେ ପ୍ରବୀର
/sambad/media/post_attachments/wp-content/uploads/2019/04/bjd-a-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)