ଭୁବନେଶ୍ବର : ବିଜେପି ତା’ର ସାଙ୍ଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଜି ଭୂବନ ମୋହନ ଜେନା ଓ ଶଙ୍କର୍ଷଣ ପରିଡ଼ାଙ୍କୁ ରାଜ୍ୟ ଉପସଭାପତି, ଚଣ୍ଡୀ ପ୍ରସାଦ ସିଂହ, ପ୍ରଶାନ୍ତ ଆଦିତ୍ୟ ଏବଂ ସତ୍ୟ ଜେନାଙ୍କୁ ରାଜ୍ୟ ସମ୍ପାଦକ, ଶୁଭଙ୍କର ମହାପାତ୍ରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଲେଶ୍ବର ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଦୀନବନ୍ଧୁ ପତିଙ୍କୁ ରାଜ୍ୟ ପ୍ରବକ୍ତା, ସୁନନ୍ଦା ଶତପଥୀଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ, ସୁରଜ ପାଇକରାୟଙ୍କୁ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଏବଂ କମଳେନ୍ଦୁଲାଲ୍ ମହାନ୍ତଙ୍କୁ ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ନିଯୁକ୍ତି ଦେଇଛନ୍ତି।
ବିଜେପିର ୧୦ ବରିଷ୍ଠ ନେତାଙ୍କୁ ନୂତନ ଦାୟିତ୍ବ
/sambad/media/post_attachments/wp-content/uploads/2019/04/bjp-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)