ଭୁବନେଶ୍ୱର: ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗରେ ରହିଥିବା ଜଣାଯାଇଛି। ଠିକ୍ ସେହିପରି ବରଗଡ଼ରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗୁଆ ରହିଛନ୍ତି। ତେଣେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ‌ଡାକ୍ତର ସମ୍ବିତ ପାତ୍ର ବି ଆଗରେ ରହିଛନ୍ତି। ଏଣେପୁରୀବିଧାନସଭାଆସନରେବିଜେପିପ୍ରାର୍ଥୀଜୟନ୍ତଷଡଙ୍ଗୀ ମଧ୍ୟଆଗୁଆଅଛନ୍ତି।ଏହିଆସନନିମନ୍ତେବିଜେଡିତରଫରୁସୁନୀଲମହାନ୍ତିକଂଗ୍ରେସତରଫରୁଉମାବଲ୍ଲଭରଥପ୍ରାର୍ଥୀ ରହିଛନ୍ତି।

Advertisment

ଭୁବନେଶ୍ୱରମଧ୍ୟଆସନରେବିଜେପିପ୍ରାର୍ଥୀଜଗନ୍ନାଥପ୍ରଧାନଆଗୁଆଅଛନ୍ତି।ତାଙ୍କବିପକ୍ଷରେବିଜେଡିତରଫରୁଅନନ୍ତନାରାୟଣଜେନାପ୍ରାର୍ଥୀହୋଇଛନ୍ତି