ପୁରୀ: ଶ୍ରୀକ୍ଷେତ୍ରରେ ହୋଲି ପାଳିଲେ ବିଜେପି ସାଂସଦ ହେମାମାଳିନୀ । ପବିତ୍ର ହୋଲି ଅବସରରେ ପୁରୀରେ ରଙ୍ଗର ପର୍ବ ପାଳିଛନ୍ତି ହେମା । ପ୍ରଥମେ ଶ୍ରମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ହେମା । ତେବେ ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁରକ୍ଷିତ ହୋଲି ଖେଳିବାକୁ ପରାମର୍ଶ ଦେବା ସହ କୃଷ୍ଣଙ୍କ ପ୍ରେମରେ ଭିଜିବାକୁ ବାର୍ତ୍ତା ଦେଇଛନ୍ତି ।
#WATCH | Puri, Odisha | BJP MP Hema Malini says, "... Feeling blessed to have celebrated Holi at Jagannath Puri. I thank Odisha government, the people and Samit Patra for the arrangements..." https://t.co/VgBf7Puc0dpic.twitter.com/nthKTv1Cfb
— ANI (@ANI) March 15, 2025
ସେପଟେ ଶ୍ରୀଜିଉଙ୍କ ଦର୍ଶନ ପରେ ସାହିଜାତରେ ସାମିଲ ହୋଇଛନ୍ତି ହେମା ଏବଂ ସେଠାରେ ମଧ୍ୟ ସେ ରଙ୍ଗ ଖେଳିଛନ୍ତି । ସାଥିରେ ଥିବା ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ରଙ୍ଗର ପର୍ବରେ ହୋଲି ଖେଳିଛନ୍ତି ।
#WATCH | Odisha: BJP MP Hema Malini visited Jagannath Puri Temple and offered prayers. BJP MP Sambit Patra also present. pic.twitter.com/NbTj8u0hfP
— ANI (@ANI) March 15, 2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/15/fILz2n1wk2hx4tDHCHs8.jpg)