ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ଘୋଷଣା

ଭୁବନେଶ୍ୱର: ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ୩୬ଟି ସାଙ୍ଗଠାନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି। ଏଥିରେ ଅନୁଗୁଳ ଜିଲ୍ଲା ପାଇଁ ସୁଷମାରାଣୀ ବିଶ୍ୱାଳ, ବାଲେଶ୍ୱର- ନିରୋଜ ନଳିନୀ ମହାଳିକ, ବରଗଡ- ସବିତା ନନ୍ଦ, ଭଦ୍ରକ- ଶୋଭନା ମହାନ୍ତି, ଭୁବନେଶ୍ୱର- ପ୍ରତିଭା ଶତପଥୀ, ବଲାଙ୍ଗୀର- ମୁକ୍ତା ସାହୁ, ବୌଦ୍ଧ- ଇତିଶ୍ରୀ ଜେନା, କଟକ ନଗର- କାନନବାଳା ପଟ୍ଟନାୟକ, କଟକ ସଦର- ମାନସୀ ହରିଚନ୍ଦନ, ଦେବଗଡ- ସଂଘମିତ୍ରା ପ୍ରଧାନ, ଢେଙ୍କାନାଳ- ଗୀତାରାଣୀ ଦାସ, ଗଜପତି- ମୀନା ଦ୍ୟାନସାମନ୍ତରାୟ, ଗଞ୍ଜାମ- ଅପର୍ଣ୍ଣା ଧୀର ସିଂହ, ଘୁମୁସୁର- କସ୍ତୁରୀ ମିଶ୍ର, ଜଗତସିଂହପୁର-ସୁମତି ଦେ, ଯାଜପୁର- ମନସ୍ମିତା ଖୁଣ୍ଟିଆ, ଝାରସୁଗୁଡା- କଳ୍ପନା ଲେଙ୍କା, କଳାହାଣ୍ଡି-ଅର୍ଚ୍ଚନା ପ୍ରଧାନ, କନ୍ଧମାଳ- ରଶ୍ମିମୟୀ ପଟ୍ଟନାୟକ, କେନ୍ଦ୍ରାପଡା – ଜୟଲକ୍ଷ୍ମୀ ମହାନ୍ତି, କେନ୍ଦୁଝର – ଲକ୍ଷ୍ମୀ ସାହୁ, ଖୋର୍ଦ୍ଧା- ନିୟତି ଗିରି, କୋରାପୁଟ-ସୁଭାଷିନୀ ପଟ୍ଟନାୟକ, ମାଲକାନଗିରି- ସୁରଭି ପାଣି, ବାରିପଦା- ରଶ୍ମି ରେଖା ଦାସ, ରାଇରଙ୍ଗପୁର – କୌଶଲ୍ୟା ନାୟକ, ନବରଙ୍ଗପୁର- ପୂର୍ଣ୍ଣିମା ନାୟକ, ନୟାଗଡ – ସଙ୍ଗୀତ ଦାସ, ନୂଆପଡ଼ା – ରଞ୍ଜିତା ପାଣିଗ୍ରାହୀ, ପୁରୀ – ସୁଭାଷିନୀ ପୃଷ୍ଟି, ରାୟଗଡା- ବବିତା ପାତ୍ର, ସମ୍ବଲପୁର- ପ୍ରତିମା ମିଶ୍ର, ସୋନପୁର- କୁନ୍ତୀ ପାଲ, ସୁନ୍ଦରଗଡ – ମୀନା ସରାଫ, ବଣେଇ- ପ୍ରମିଳା ଦାସ ଓ ପାନପୋଷ- ରୋଜାଲିନ ଦାସଙ୍କୁ ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର