ଭୁବନେଶ୍ବର : ବିଜେପିର ନୂଆ ରାଜ୍ୟ କମିଟି ଗଠନ ପରେ ସାଂଗଠନିକ ଜିଲ୍ଲାଗୁଡ଼ିକ ପାଇଁ ନୂଆ ପ୍ରଭାରୀ ନିଯୁକ୍ତି କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତି ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ‌େଘାଷଣା କରିଛନ୍ତି।

Advertisment

ନୂଆ ପ୍ରଭାରୀମାନେ ହେଲେ ଅନୁଗୁଳ - ସୀମାଞ୍ଚଳ ‌ଖଟେଇ, ବା‌େଲଶ୍ବର - ଗୋଲକ ପ୍ରସାଦ ମହାପାତ୍ର, ବରଗଡ଼ - ନାଉରୀ ନାଏକ, ବାରିପଦା - ବିଷ୍ଣୁ ସେଠୀ, ବଲାଙ୍ଗୀର - ସୁରେଶ୍ବର ଶତପଥୀ, ଭଦ୍ରକ - କାଳନ୍ଦୀ ସାମଲ, ଭୁବନେଶ୍ବର - ଭୁବନ ମୋହନ ଜେନା, ବୌଦ୍ଧ - ରାମଚନ୍ଦ୍ର ମେହେର, ବଣାଇ - ବଟ୍ଟକିଶୋର ମିଶ୍ର, କଟକ ସହର - ପୃଥ୍ବୀରାଜ ହରିଚନ୍ଦନ, କଟକ ସଦର - ଅମର ନାଏକ, ଦେବଗଡ଼ - ଧୀରେନ ସେନାପତି, ଢେଙ୍କାନାଳ - ପ୍ରଭାତି ପରିଡ଼ା, ଗଜପତି - ସରୋଜ ସାବତ, ଘୁମୁସର(ଗଞ୍ଜାମ) - ସୁରଥ ବିଶ୍ବାଳ, ଯାଜପୁର - ଶାରଦା ପ୍ରସାଦ ଶତପଥୀ, ଜଗତସିଂହପୁର - ଶାରଦା ପ୍ରଧାନ, ଝାରସୁଗୁଡ଼ା - ଶଙ୍କର ଓରାମ, କଳାହାଣ୍ଡି - ରମେଶ ସାହୁ, କନ୍ଧମାଳ - ବିରଞ୍ଚି ନାରାୟଣ ତ୍ରିପାଠୀ, କେନ୍ଦ୍ରାପଡ଼ା - ଯତୀନ ମହାନ୍ତି, କେନ୍ଦୁଝର - ନବୀନ ରାମ, କୋରାପୁଟ - ବଳଭଦ୍ର ମାଝୀ, ଖୋର୍ଦ୍ଧା - ଭୃଗୁ ବକ୍ସିପାତ୍ର, ମାଲକାନଗିରି - କାଳୀରାମ ମାଝୀ, ନୟାଗଡ଼ - ନିରଞ୍ଜନ ମିଶ୍ର, ନବରଙ୍ଗପୁର - ମୁକେଶ ମହାଲିଙ୍ଗ, ନୂଆପଡ଼ା - ଆର୍ତ୍ତତ୍ରାଣ ମହାପାତ୍ର, ପାନପୋଷ - ରବି ନାରାୟଣ ନାଏକ, ପୁରୀ - ଲେଖାଶ୍ରୀ ସାମନ୍ତସିଂହାର, ରାଇରଙ୍ଗପୁର- ମୋହନ ମାଝୀ, ରାୟଗଡ଼ା - ଗୋବିନ୍ଦ ଜୈନ, ସମ୍ବଲପୁର - ଟଙ୍କଧର ତ୍ରିପାଠୀ, ସୁନ୍ଦରଗଡ଼ - ମୁରଲୀ କ୍ରିଷ୍ଣା ଏବଂ ସୁବର୍ଣ୍ଣପୁର - ଭବେନ୍ଦ୍ର ପଣ୍ଡା।