୩୬ ସାଂଗଠନିକ ଜିଲ୍ଲା ପାଇଁ ବିଜେପିର ନୂଆ ପ୍ରଭାରୀ

ଭୁବନେଶ୍ବର : ବିଜେପିର ନୂଆ ରାଜ୍ୟ କମିଟି ଗଠନ ପରେ ସାଂଗଠନିକ ଜିଲ୍ଲାଗୁଡ଼ିକ ପାଇଁ ନୂଆ ପ୍ରଭାରୀ ନିଯୁକ୍ତି କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତି ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ‌େଘାଷଣା କରିଛନ୍ତି।

ନୂଆ ପ୍ରଭାରୀମାନେ ହେଲେ ଅନୁଗୁଳ – ସୀମାଞ୍ଚଳ ‌ଖଟେଇ, ବା‌େଲଶ୍ବର – ଗୋଲକ ପ୍ରସାଦ ମହାପାତ୍ର, ବରଗଡ଼ – ନାଉରୀ ନାଏକ, ବାରିପଦା – ବିଷ୍ଣୁ ସେଠୀ, ବଲାଙ୍ଗୀର – ସୁରେଶ୍ବର ଶତପଥୀ, ଭଦ୍ରକ – କାଳନ୍ଦୀ ସାମଲ, ଭୁବନେଶ୍ବର – ଭୁବନ ମୋହନ ଜେନା, ବୌଦ୍ଧ – ରାମଚନ୍ଦ୍ର ମେହେର, ବଣାଇ – ବଟ୍ଟକିଶୋର ମିଶ୍ର, କଟକ ସହର – ପୃଥ୍ବୀରାଜ ହରିଚନ୍ଦନ, କଟକ ସଦର – ଅମର ନାଏକ, ଦେବଗଡ଼ – ଧୀରେନ ସେନାପତି, ଢେଙ୍କାନାଳ – ପ୍ରଭାତି ପରିଡ଼ା, ଗଜପତି – ସରୋଜ ସାବତ, ଘୁମୁସର(ଗଞ୍ଜାମ) – ସୁରଥ ବିଶ୍ବାଳ, ଯାଜପୁର – ଶାରଦା ପ୍ରସାଦ ଶତପଥୀ, ଜଗତସିଂହପୁର – ଶାରଦା ପ୍ରଧାନ, ଝାରସୁଗୁଡ଼ା – ଶଙ୍କର ଓରାମ, କଳାହାଣ୍ଡି – ରମେଶ ସାହୁ, କନ୍ଧମାଳ – ବିରଞ୍ଚି ନାରାୟଣ ତ୍ରିପାଠୀ, କେନ୍ଦ୍ରାପଡ଼ା – ଯତୀନ ମହାନ୍ତି, କେନ୍ଦୁଝର – ନବୀନ ରାମ, କୋରାପୁଟ – ବଳଭଦ୍ର ମାଝୀ, ଖୋର୍ଦ୍ଧା – ଭୃଗୁ ବକ୍ସିପାତ୍ର, ମାଲକାନଗିରି – କାଳୀରାମ ମାଝୀ, ନୟାଗଡ଼ – ନିରଞ୍ଜନ ମିଶ୍ର, ନବରଙ୍ଗପୁର – ମୁକେଶ ମହାଲିଙ୍ଗ, ନୂଆପଡ଼ା – ଆର୍ତ୍ତତ୍ରାଣ ମହାପାତ୍ର, ପାନପୋଷ – ରବି ନାରାୟଣ ନାଏକ, ପୁରୀ – ଲେଖାଶ୍ରୀ ସାମନ୍ତସିଂହାର, ରାଇରଙ୍ଗପୁର- ମୋହନ ମାଝୀ, ରାୟଗଡ଼ା – ଗୋବିନ୍ଦ ଜୈନ, ସମ୍ବଲପୁର – ଟଙ୍କଧର ତ୍ରିପାଠୀ, ସୁନ୍ଦରଗଡ଼ – ମୁରଲୀ କ୍ରିଷ୍ଣା ଏବଂ ସୁବର୍ଣ୍ଣପୁର – ଭବେନ୍ଦ୍ର ପଣ୍ଡା।

ସମ୍ବନ୍ଧିତ ଖବର