ଯାଜପୁର: ବିଂଝାରପୁର ନିର୍ବାଚନ ମଣ୍ଡଳୀ ଫତେପୁରର ବୁଥ ନମ୍ବର ୧୫୭ ର ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଭ୍କର ମୃତ୍ୟୁ ଘଟିଥିଲା।
ନିର୍ବାଚନ ଡ୍ୟୁଟି ବେଳେ ବିଏଲଓଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2024/06/19.png)