ଭୁବନେଶ୍ୱର : ୧୯୯୪ ଜି.ଓ ଅନ୍ତର୍ଗତ ବ୍ଲକ୍ କ୍ରାଇଟେରିଆ କଲେଜଗୁଡ଼ିକର ଏକ ସମ୍ମିଳନୀ ଆସନ୍ତା ୧୪ ତାରିଖ ପୂର୍ବାହ୍ନ ୧୧ଟାରେ ଜୟଦେବ ବିହାରସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଏଥିରେ ଅନୁଦାନ ନୀତି ସମ୍ପର୍କରେ ଆଲୋଚନା କରାଯାଇ ଏହି ବର୍ଗର କଲେଜଗୁଡ଼ିକର ସମସ୍ୟା ତଥା ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବ। ସମ୍ମିଳନୀରେ ଏହି ବର୍ଗର ପ୍ରତ୍ୟେକ କଲେଜର ଜଣେ କର୍ମଚାରୀ ପ୍ରତିନିଧି ଯୋଗଦାନ କରିବା ନିମନ୍ତେ ଆବାହକ ମଣ୍ଡଳୀ ବିପିନ ବିହାରୀ ମହାପାତ୍ର, ରବୀନ୍ଶନ୍ ନାୟକ, ପ୍ରଫୁଲ୍ଲ କୁମାର ଦାଶ, ବିନୋଦିନୀ ମହାପାତ୍ର, ଶଙ୍କର ତ୍ରିପାଠୀ, ଶୈଳେନ୍ଦ୍ର ଦାଶ ଓ ନିର୍ମଳ ଚନ୍ଦ୍ର ଦାଶ ପ୍ରମୁଖ ସୂଚନା ଦେଇଛନ୍ତି।
ବ୍ଲକ୍ କ୍ରାଇଟେରିଆ କଲେଜ ସମ୍ମିଳନୀ ୧୪ରେ
/sambad/media/post_attachments/wp-content/uploads/2018/01/block.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)