କବାଟବନ୍ଧ: ସଚେତନ ନାଗରିକ ମଞ୍ଚର ମୁଖ୍ୟ ଉପଦେଷ୍ଟା ସ୍ବର୍ଗତ ମନୋଜ କୁମାର ପ୍ରଧାନଙ୍କ ସ୍ମୃତିରେ ଆଜି ସମ୍ବାଦ ଆମ ଓଡ଼ିଶା, ସଚେତନ ନାଗରିକ ମଞ୍ଚ ଏବଂ ବଣମଲ୍ଲୀ ସଂଗଠନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ବ୍ଲକ୍ ମର୍ଜିତାପୁରସ୍ଥିତ ଶ୍ରୀଶ୍ରୀ ହିଙ୍ଗୁଳା ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଶିବିରକୁ ମୁଖ୍ୟଅତିଥି ଭାବେ ଜେନାପୁର ଥାନା ଆଇଆଇସି ଉମାକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଂପାଦକ ବେଣୁଧର ପଣ୍ତା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାହ୍ନୁଚରଣ ସାହୁ, ଅଧ୍ୟାପକ ମନୋଜ କୁମାର ଧୀର ଓ ସ୍ବର୍ଗତ ପ୍ରଧାନଙ୍କ ପିଉସା ବୈରାଗୀ ଚରଣ ସେନାପତି ଉଦ୍ଘାଟନ କରିଥିଲେ। ଏହି ଶିବିରରୁ ମୋଟ୍ ୬୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ସର୍ବାଧିକ ରକ୍ତଦାନ କରିଥିବା ତଥା ରକ୍ତଦାତା ସୃଷ୍ଟି କରୁଥିବା ପ୍ରହଲ୍ଲାଦ ପାତ୍ର ଏବଂ ରାଜେଶ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଧର୍ମଶାଳା ବ୍ଲକ୍ ଉପାଧ୍ୟକ୍ଷା ବିଶ୍ବବିଜୟିନୀ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁ, ସରପଞ୍ଚ ବିଜୟ କୁମାର ଦାଶ, ବିପିନ ବିହାରୀ ସେଠୀ, ସମିତିସଭ୍ୟ ଦୀପକ କୁମାର ଦାସ, ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ରଣା, ଏସୟୁଜେ ଯାଜପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ଧଳ, ସମ୍ବାଦର ସହସଂପାଦକ ପ୍ରଦୀପ କୁମାର ଦାସ, ସମାଜସେବୀ ମୋହନ ମହାରଣା, ସମୀର ପ୍ରଧାନ, ସତ୍ୟପ୍ରକାଶ ମହାନ୍ତି, ହିମାଂଶୁ ଦାସ, ବନମାଳୀ ପ୍ରଧାନ, ପଦ୍ମନାଭ ଶତପଥୀ, ଯାଦବ ମହାସଭାର ସଭାପତି ରଘୁନାଥ ବେହେରା, ସାମ୍ବାଦିକ କିଶୋର ଚନ୍ଦ୍ର ରାଉତ, ଚିନ୍ମୟ ନାୟକ, ଦିନେଶ ପରିଡ଼ା, ସୁବ୍ରତ କୁମାର ସାହୁ, ଅଶୋକ କୁମାର ଦାସ, ପ୍ରଭାତ କୁମାର ସାହୁ, ଚିତ୍ରସେନ ନାଥ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସଚେତନ ନାଗରିକ ମଞ୍ଚ ଓ ବଣମଲ୍ଲୀ ସଂଗଠନ ପକ୍ଷରୁ ଆବାହକ ସରୋଜକାନ୍ତ ବେହେରା, ପଙ୍କଜ ଚରଣ ମଲ୍ଲ, ସଦାନନ୍ଦ ମହାରଣା, ଗଗନ ବିହାରୀ ମହାନ୍ତି, ନିର୍ମାଲ୍ୟ କୁମାର ପ୍ରଧାନ, ଶକ୍ତି ପ୍ରସାଦ ସାମନ୍ତ, ସନ୍ତୋଷ କୁମାର ରାଉତ, ଯଶୋବନ୍ତ ସାହୁ, ସନ୍ତୋଷ ପ୍ରଧାନ, ସୌମ୍ୟରଂଜନ ସାହୁ, ସହିତ ସାହୁ, ଚନ୍ଦନ କଏସ୍ତ, ଲଳିତ ମୋହନ ଜଟ୍ଟ, ରଞ୍ଜନ ଦାସ, ନିତ୍ୟାନନ୍ଦ ପୃଷ୍ଟି, ମିଥୁନ ସାହୁ, ବିନାୟକ ସାହୁ, ଶୁଭାଶିଷ ପାତ୍ର, ମହେଶ୍ବର ଆଚାର୍ଯ୍ୟଙ୍କ ସମେତ ଶ୍ରୀଶ୍ରୀ ହିଙ୍ଗୁଳା ବିଦ୍ୟାମନ୍ଦିର ପକ୍ଷରୁ ବ୍ରଜବଂଧୁ ଭଞ୍ଜ, ଭରତ ଚନ୍ଦ୍ର ପ୍ରଧାନ, ଗିରିଧାରୀ ପ୍ରଧାନ, ହୃଷୀକେଶ ପ୍ରଧାନ, ଅର୍ଜୁନ ଚରଣ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ସମ୍ବାଦ ପରିବାର ପକ୍ଷରୁ ପରମାନନ୍ଦ ସାହୁ, ପ୍ରବୋଧ କୁମାର ମିଶ୍ର, ବିରଂଚି ନାରାୟଣ ଖୁଣ୍ଟିଆ, ଗିରିଜା ଶଙ୍କର ବେହେରା ଶିବିର ପରିଚାଳନାରେ ସହଯୋଗ କରିଥିଲେ। କେନ୍ଦ୍ରୀୟ ଓଡ଼ିଶା ରକ୍ତକେନ୍ଦ୍ର କଟକ ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା।
ରକ୍ତଦାତା-ଜୀବନଦାତା: ବିଶ୍ବଜିତ ବିଶ୍ବାଳ, ଲଳିତ କୁମାର ସାହୁ, ହରିହର ରାଉତ, ଚନ୍ଦନ ରଣା, ସୁଧାଂଶୁ ଦଳାଇ, ବୀରବର ସାହୁ, ଅଭିମନ୍ୟୁ ନାୟକ, ଶୁଭ୍ରରଞ୍ଜନ ପାତ୍ର, ଇନ୍ଦ୍ରମଣି ପାତ୍ର, ପ୍ରଦୀପ ରାଉତ, ମୁକେଶ ବିଶ୍ବାଳ, କମଳାକାନ୍ତ ପାତ୍ର, ନିର୍ମଳ ପ୍ରଧାନ, ଆଶିଷ ରାଉତ, ସରୋଜକାନ୍ତ ବେହେରା, କୃଷ୍ଣଚନ୍ଦ୍ର ପୃଷ୍ଟି, ପ୍ରସାଦ ଖିଲାର, ସୁଶାନ୍ତ ଆଇଚ, ସନ୍ତୋଷ କୁମାର ସାହୁ, ପ୍ରୀତିଶ ଭୂଷଣ ସ୍ବାଇଁ, ସୁରେନ୍ଦ୍ର କୁମାର ସାହୁ, ନିତ୍ୟାନନ୍ଦ ପୃଷ୍ଟି, ବିକାଶ କୁମାର ଓଝା, ମୋହନ ଚନ୍ଦ୍ର ବେହେରା, ଅଶୋକ ସାମନ୍ତସିଂହାର, ସଚ୍ଚିଦାନନ୍ଦ ଦାସ, ପ୍ରଦୀପ କୁମାର ସେଠୀ, ଶୈଳେନ୍ଦ୍ର ମହାପାତ୍ର, ଜିତେନ୍ଦ୍ର ମାଝି, ସତ୍ୟବ୍ରତ ଦାସ, ଅବିନାଶ ପାତ୍ର, ରାଜୀବ ଲୋଚନ ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ଓଝା, ପ୍ରତ୍ୟୁଷ କମଳ ବାରିକ, ରଶ୍ମିତା ଜଟ୍ଟ, ଉଦୟ ନାରାୟଣ ସାହୁ, କଳ୍ପନା ପରିଡ଼ା, ବାପି ସ୍ବାଇଁ, ରାଜୀବ ବିଶ୍ବାଳ, ବିଶ୍ବଜିତ ଗାହାଣ, ସଂଗ୍ରମ କିଶୋର ସାହୁ, ଯଶୋବନ୍ତ ସାହୁ, ଗୌତମ ବେହେରା, ସୁଶାନ୍ତ କୁମାର ପଟ୍ଟନାୟକ, ପ୍ରଶାନ୍ତ କୁମାର ପଟ୍ଟନାୟକ, ସରୋଜ କୁମାର ବାଉଳ, ସମୀର ପ୍ରଧାନ, ସୌମ୍ୟରଂଜନ ବାରିକ, ମଲ୍ଲୀପ୍ରଭା ଭଞ୍ଜ, ବିଶ୍ବବିଜୟିନୀ ମିଶ୍ର, ସୌଦାମିନୀ ବେଜ, ସ୍ବପ୍ନାସାଗରିକା ଧଳ, ଆଶିଷ କୁମାର କବି, ମନୋଜ କୁମାର ଧୀର, ହିମାଂଶୁ ଶେଖର ଦାସ, ଅଶ୍ବିନୀ କୁମାର ପଣ୍ତା, ପ୍ରହଲ୍ଲାଦ ପାତ୍ର, ଅମର କୁମାର ଭୂୟାଁ, ଜୀବନଜ୍ୟୋତି ବେଜ୍, ଶୋଭନ କୁମାର ବେଜ୍, ଲିପିନା ନାଥ, ଅଶୋକ ପାତ୍ର, ଦିପୁନା ନାୟକ, କାବୁଲା କୁମାର ବେହେରା, ଅଭିମନ୍ୟୁ ଦାସ, ଜିତେନ୍ଦ୍ର ରାଉତ।