ସିଓର ସକ୍‌ସେସରେ ମେଗା ରକ୍ତଦାନ ଶିବିର : ୧୯୪ ୟୁନିଟ୍‌ ରକ୍ତ ସଂଗୃହୀତ

ବାଲେଶ୍ୱର : ବାଲେଶ୍ୱର ସହର ପଢ଼ୁଁଆପଦାସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସିଓର ସକ୍‌ସେସ’ କୋଚିଂ ସେଣ୍ଟର ପକ୍ଷରୁ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଆଜି ଏକ ମେଗା ରକ୍ତଦାନ ଶିବିର କୋଚିଂ ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ବାଲେଶ୍ୱର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଓ ଏସ୍‌ପି ବି. ଯୁଗଳକିଶୋର କୁମାର ମିଳିତ ଭାବେ ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରେ ମୋଟ୍‌ ୧୯୪ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର