କୁଳିଅଣା : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା, ଆମ ପୁଲିସ ସମିତି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ‘ସମ୍ବାଦ’ ‘ଆମ ଓଡ଼ିଶା’ ସହଯୋଗରେ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ପଦ୍ମାଳୟା ସାହୁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରୁ ୧୧୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।
କୁଳିଅଣା ‘ଆମ ପୁଲିସ ସିମିତି’ ପକ୍ଷରୁ ରକ୍ତଦାନ ଶିବିର: ୧୧୫ ୟୁନିଟ ସ˚ଗ୍ରହ
/sambad/media/post_attachments/wp-content/uploads/2018/11/kuliana-f.jpg)