ପଟ୍ଟାମୁଣ୍ଡାଇରେ ରକ୍ତଦାନ ଶିବିର : ୧୬୬ ୟୁନିଟ୍‌ ସଂଗୃହୀତ

ପଟ୍ଟାମୁଣ୍ତାଇ : ସହିଦ ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବ୍ଳକ ବିଜୁ ବାହିନୀ ଓ ଆମ ଓଡିଶା ପକ୍ଷରୁ ବ୍ଳକ କଲୋନୀରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ସହ ନୀରବ ପ୍ରାର୍ଥନା ପରେ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ଶିବିର ଉଦଘାଟନ କରିଥିଲେ। ଶିବିରରେ ମୋଟ ୧୬୬ ୟୁନିଟ ରକ୍ତ ସ˚ଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର