ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଠାରେଥିବା କନକମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ​ରେ ମହାବିଦ୍ୟାଳୟ ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଲଘୁଚାପ ବର୍ଷା ଓ କୋହଲା ପାଗ ସତ୍ବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରବଳ ଉତ୍ସାହରେ ରକ୍ତଦାନ କରିଥିଲେ।

Advertisment

ପୂର୍ବାହ୍‌ଣ ୧୦ଟାରେ ଖଣ୍ଡପଡ଼ା ବିଧାୟକ ତଥା ମହାବିଦ୍ୟାଳୟର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରର ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ସମ୍ବାଦ ଆମ ଓଡ଼ିଶା ରକ୍ତଦାନ ଅଭିଯାନର ରାଜ୍ୟ ସଂଯୋଜକ ସ୍ବରାଜ ମିଶ୍ର, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସୌମ୍ୟରଞ୍ଜନ ମହାନ୍ତି ଯୋଗଦେଇ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଶିବିରରେ ୧୦୫ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ରକ୍ତଦାନ କରିଥିଲେ।

publive-image

ରକ୍ତଦାନ କରିଥିବା ଛାତ୍ରଛାତ୍ରୀମାନେ ହେଲେ- ସତ୍ୟମ ଏସ୍‌, ଚନ୍ଦନ ତରାଇ, ସୁରଯ ସାମଲ, ମୁନା ବେହେରା, ଅମିତା କୁମାର ରାଉତ, ଦୀପ୍ତି ରାଉତ, ସୁଭବ୍ରତ ଡୋଲ, ନରସ କୁମାର ସାହୁ, ଆଶିଷ ସ୍ବାଇଁ, ସୋମନାଥ ମହାନ୍ତରା, ଆଲୋକ କୁମାର ନନ୍ଦ, ଆକାଶ କୁମାର ପ୍ରଧାନ, ଆଦିତ୍ୟ ପ୍ରଧାନ, କରଣ ଶ୍ରେଷ୍ଠ, ମୃତ୍ୟୁଞ୍ଜୟ ମହାନ୍ତ, ସତୀଶ ଡୋଲ, ରମେଶ ଚନ୍ଦ୍ର ସ୍ବାଇଁ, ଅଭିଷେକ ବିଶ୍ବାଳ, କୃତିବାସ ସିଆଲ, ସନ୍ତୋଷ ପେଂଥୋଲ, ଜିତେନ୍ଦ୍ର ପେଂଥୋଲ୍‌, ସୌରଭ ବେହେରା, ସନ୍ଦୀପ କୁମାର ନିଶଙ୍କ, ଅନୀଲ ସାହୁ, ବିବେକ କୁମାର ବିଶ୍ବାଳ, ମନୋଜ କୁମାର ସେନାପତି, ବାଦଲ କୁମାର ମୁଦୁଲି, ସୁଧାଂଶୁ ଆରୁଖ, ନିଶିକାନ୍ତ ପାତ୍ର, କୀର୍ତିକାନ୍ତ ସେଠୀ, ପ୍ରମେଶ ଏକ୍କା, ବିକ୍ରମ ପାତ୍ର, ଆଶୁତୋଷ ମହାଲି, ସତ୍ୟସିତ ରାଉତରାୟ, ଜୟକୃଷ୍ଣ ବେହେରା, ଅମ୍ଲାନ ରାଉତ, ଚନ୍ଦନ ନାୟକ, ସିଦ୍ଧାର୍ଥ ମହାନନ୍ଦ, ଶ୍ରୀରାମ ରଞ୍ଜନ ରାଉତ, ବିଶ୍ବଜିତ ନାୟକ, ସୁବଳ ବାଗ, ଅମିତାଭ ରାଉତ, ସାଗର ମାଲିକ, ବିଶ୍ବଜିତ ଜେନା, ସୁନୀଲ କୁମାର ଭଟ୍ଟ, ଶିବାଶିଷ ଷଡ଼ଙ୍ଗୀ, ପ୍ରତୀକ ମହାପାତ୍ର, ଅମିତାଭ ଦତ୍ତ, ପ୍ରତୀଶ କୁମାର ଆଚାର୍ଯ୍ୟ, ସୁରେଶ କୁମାର ବେହେରା, ରାମଚନ୍ଦ୍ର ମାର୍ଥା, ବିଶ୍ବଜିତ ନାୟକ, ପ୍ରତ୍ୟୁଷ ମିଶ୍ର, ବିଭୂତିଭୂଷଣ ଦୋରା, ହିତେଶ ରଞ୍ଜନ ପଣ୍ଡା, ତୁଷାର କାନ୍ତ ଛୋଟରାୟ, ବିକାଶ ପାଣି, ସୌମ୍ୟ ରଞ୍ଜନ ନାୟକ, ସୁଧୀର କୁମାର ମହାପାତ୍ର, ଆର୍ଜିତ ସାହାଣି, ଆୟୁଷ ମିଶ୍ର, ଜ୍ୟୋତିରଞ୍ଜନ ମୋହାନରି, ସ୍ମୃତିରଞ୍ଜନ ରାଉତ, ନୀତେଶ କୁମାର ସାହୁ, ବିଶ୍ବଜିତ ଶର୍ମା, ଶଶିକାନ୍ତ ମାଝି, ଲକ୍ଷ୍ମଣ ମୁର୍ମୁ, ବଡ଼ନାୟକ ଗମାଙ୍ଗ, ରାଜୀବ କୁମାର ବେହେରା, ଅଭିରାମ ପ୍ରଧାନ, ଶୁଭଙ୍କର ଗିରି, ଦିବ୍ୟଜ୍ୟୋତି ଦାସ, ସଞ୍ଜୟ ମାରାଣ୍ଡି, ରଶ୍ମୀ ରଞ୍ଜନ ରାଉତ, କୃଷ୍ଣଚନ୍ଦ୍ର ବେହେରା, ସୁବାସ କୁମାର ପ୍ରଧାନ, ସମୀରା ପାଣିଗ୍ରାହୀ, ଗୌରବ ଚନ୍ଦ୍ର ମାଝି, ସତ୍ୟଜିତ ନନ୍ଦ, ଶିବାଶିଷ ପ୍ରଧାନ, ରୋଶନ ସାହୁ, ଲକ୍ଷ୍ମିକାନ୍ତ ଦାସ, ବିଶ୍ବଜିତ ରାଉତ, ସତ୍ୟବ୍ରତ ଦାସ, ସାଗର ସାହୁ, ସୁଶୀଲ କୁମାର ଷଡ଼ଙ୍ଗୀ, ହିମାଂଶୁ ପ୍ରଧାନ, ସ୍ବାଗତିକା ନାୟକ, ଦେବସ୍ମିତା ଦାଶ, ସୟନ୍ତିନୀ ସାହୁ, ଅଙ୍କିତା ରାୟ, ସୁନୟନା ଦଳାଇ, ମନସ୍ବିନୀ ସାହୁ, ସମୀକ୍ଷା ମିଶ୍ର, ପ୍ରଞ୍ଜା ପାରମିତା ସାହୁ, ପ୍ରତ୍ୟୁଷା ମହାନ୍ତ, ସ୍ମୃଷ୍ଟି ସରିତା ରାଉତ, ଅନୀସା ଅଞ୍ଜୁମ, ପାୟଲ ପଟ୍ଟନାୟକ, ସୋନାଲି ନାୟକ, ରୋଜାଲି ପ୍ରିୟାଦର୍ଶିନୀ ସେଠୀ, ଶୁଭଲକ୍ଷ୍ମୀ ବେହେରା, ବନଜା ରାଉତ, ଅଭିଲିପ୍‌ସା ପି ନାୟକ, ମୋନାଲିସା ମହାକୁଡ଼।

କଟକ କେନ୍ଦ୍ରୀୟ ରକ୍ତଭଣ୍ଡାରର ଡାକ୍ତର ଓ ବୈଷିୟକ କର୍ମଚାରୀ ରକ୍ତ ସଂଗ୍ରହ ଓ ନମୁନା ପରୀକ୍ଷଣ କରିଥିଲେ। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସଂଯୋଜକ ପବିତ୍ର କୁମାର ପାଲ, ସ୍ବାଗତିକା ପାତ୍ର, ଶିବାଶିଷ ପ୍ରଧାନ, ଡ ଜିପି ଖୁଣ୍ଟିଆ, ଡ ସଂଗ୍ରାମ ମହାନ୍ତି, ମୋହନ ସାହୁ, ଦେବସ୍ମିତା ଦାଶ, ଅଞ୍ଜନ କୁମାର ପ୍ରଧାନ, ଶୁଭ୍ର ନାରାୟଣ ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ବ୍ରହ୍ମା, ଘନଶ୍ୟାମ ସାହୁ ପ୍ରମୁଖ ପରିଚାଳନା କରିଥିଲେ।