ପୁରୀ : ଶ୍ରୀମନ୍ଦିରରେ ରକ୍ତ ଛିଟା ପଡ଼ିବାରୁ ପ୍ରାୟ ୪ ଘଣ୍ଟା ନୀତି ବିଳମ୍ବ ହୋଇଥିବା ସୂଚନା ମିଳିଛି । ନୀତି ବିଳମ୍ବ ପରେ ଚନ୍ଦନଯାତ୍ରା ବି ବିଳମ୍ବ ହୋଇଯ଼ାଇଛି ।
ଆଜି ରାତି ସାଢ଼େ ୭ଟାରେ ଚନ୍ଦନଯାତ୍ରା ପାଇଁ ମହାପ୍ରଭୁ ବାହାରିଛନ୍ତି । ଦିନ ଚାପ ରାତିରେ ଖେଳିଲେ। ରାତି ଚାପ ବନ୍ଦ ରଖାଯିବ ବୋଲି ସୂଚନା ମିଳିଛି। କେବଳ ପ୍ରତୀକାତ୍ମକ ଭାବେ ଠାକୁର ଚାପ ଡଙ୍ଗା ସ୍ପର୍ଶ କରି ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/WhatsApp-Image-2021-05-27-at-20.01.53.jpeg)