ଭୁବନେଶ୍ବର: ବଢ଼ିଲା ସଂକ୍ରମଣ। ଭୁବନେଶ୍ବରରେ ଦିନକରେ ୫୮୧ କରୋନା ସଂକ୍ରମିତ ଚିହ୍ନଟ। କିଛି ଦିନ ହେଲା ୧୦୦ତଳକୁ ରହୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୫୦୦ଟପିଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Advertisment