ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ଫଳାଫଳ : ୱାର୍ଡ-୧ ରୁ ୱାର୍ଡ-୧୨

ୱାର୍ଡ: ୧ ମିହିର ରାଉତ (ବିଜେଡି) ଭୋଟ୍‌: ୨୭୨୭, ଧବଳେଶ୍ବର ମୂର୍ତ୍ତି (ବିଜେପି) ଭୋଟ୍‌: ୧୨୨୯

ୱାର୍ଡ: ୨ ମୋନାଲିସା ବେହେରା (ବିଜେଡି) ଭୋଟ୍‌: ୨୧୯୨, ରିତୁପୂର୍ଣ୍ଣ ଭୋଇ (ବିଜେପି) ଭୋଟ୍‌: ୧୪୪୧

ୱାର୍ଡ: ୩ ଲକ୍ଷ୍ମୀ ପ୍ରିୟା ପରିଡା (ବିଜେପି) ଭୋଟ୍‌: ୧୯୦୫, ଜୟନ୍ତୀ ଜେନା (ବିଜେଡି) ଭୋଟ୍‌: ୧୭୯୩

ୱାର୍ଡ: ୪ ସୁକୁମାର ସାହୁ (ବିଜେପି) ଭୋଟ୍‌: ୩୨୯୩ ସ୍ବାକ୍ଷର ରଞ୍ଜନ ମହାନ୍ତି (ସ୍ବାଧୀନ) ଭୋଟ୍‌: ୨୪୬୪

ୱାର୍ଡ: ୫ ମିନୁଶ୍ରୀ ଖୁଣ୍ଟିଆ (ବିଜେଡି) ଭୋଟ୍‌: ୩୫୮୫ ସୁନିତା ପତି (ବିଜେପି) ଭୋଟ୍‌: ୨୫୨୬

ୱାର୍ଡ: ୬ ପ୍ରୀତିନନ୍ଦା ରାଉତରାୟ (ବିଜେଡି) ଭୋଟ୍‌: ୧୦୨୮, ଦାମୋଦର ବେହେରା (ବିଜେପି)ଭୋଟ୍‌: ୪୯୦

ୱାର୍ଡ: ୭ ଯଶୋଧାରା ପ୍ରଧାନ (ବିଜେପି) ଭୋଟ୍‌: ୧୯୧୪, ମାନସ କୁମାର ଦାଶ (ବିଜେଡି) ଭୋଟ୍‌: ୧୭୮୫

ୱାର୍ଡ: ୮ ଲାଲ୍‌ମୋହନ ଟୁଡୁ (ବିଜେଡି) ଭୋଟ୍‌: ୨୫୯୪, ଅନନ୍ତ ଟୁଡୁ (ବିଜେପି) ଭୋଟ୍‌: ୧୪୪୯

ୱାର୍ଡ: ୯ ସୁଷମା ସାହୁ (ସ୍ବାଧୀନ) ଭୋଟ୍‌: ୨୮୩୫, ସୂର୍ଯ୍ୟକାନ୍ତି ଜେନା (ବିଜେଡି) ଭୋଟ୍‌: ୨୫୭୭

ୱାର୍ଡ: ୧୦ ଏସ.କେ ନୁରହାସନ (ବିଜେଡି) ଭୋଟ୍‌: ୧୩୩୦, ବିଜୟ କୁମାର ରାଉତ (ବିଜେପି) ଭୋଟ୍‌: ୫୨୮

ୱାର୍ଡ: ୧୧ ପ୍ରଭାସିନୀ ମହାନ୍ତି (ବିଜେଡି) ଭୋଟ୍‌: ୧୬୩୨, ନିରୁପମା ପାତ୍ର (ବିଜେପି) ଭୋଟ୍‌: ୧୪୧୨

ୱାର୍ଡ: ୧୨ ଜୟନ୍ତୀ ସାହୁ (ବିଜେଡି) ଭୋଟ୍‌: ୧୮୫୫, ପ୍ରଭାତୀ ବେହେରା (ବିଜେପି) ଭୋଟ୍‌: ୯୦୫

ସମ୍ବନ୍ଧିତ ଖବର