ଭୁବନେଶ୍ବର : ଆଗକୁ ମାଟ୍ରିକ୍ ପରୀକ୍ଷା। ତାହାକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ତଥା ଓଏଏସ୍ ଅଧିକାରୀ ରାମାଶିଷ ହାଜରାଙ୍କୁ ନୂତନ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାମାଶିଷ ହାଜରା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି
/sambad/media/post_attachments/wp-content/uploads/2019/12/ramashis-hazara.jpg)