ବ୍ରିଜ୍ ତଳୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ବେକରେ ବଡ଼ ପଥର ବନ୍ଧା ହୋଇଥିବା ଅବସ୍ଥାରେ ପଡ଼ି ରହିଥିଲା ମୃତଦେହ

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଯମୁନଢ଼ିପା ବ୍ରିଜ୍ ତଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଛି। ଯୁବକଙ୍କ ବେକରେ ମଡ଼ ପଥର ବନ୍ଧା ହୋଇଛି। ହତ୍ୟା ପରେ ତାଙ୍କୁ ବ୍ରିଜ୍ ତଳେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ପରିଚୟ ନେଇ ପୁଲିସ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର