ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗୋବରୀକୁଳ ଗାଁରେ ବୋମା ମାଡ଼। ୭ରୁ ଅଧିକ ଯୁବକ ଏକ କାରରେ ଆସି ବୋମାମାଡ କରିଥିବା ସୂଚନା ମିଳିଛି ।
/sambad/media/post_attachments/wp-content/uploads/2020/08/be552ee5-bb80-4f13-ac27-34483b12abf3-300x146.jpg)
ବୋମା ପକାଇଥିବା ଯୁବକ ହାତରେ ବୋମା ଫୁଟି ଯାଇଥିବା ବେଳେ ଯୁବକ ଜଣଙ୍କ ଚିକିତ୍ସା ପାଇଁ ଗାଁ ରୁ ଖସି ଆସି ଜଗତସିଂହପୁର ମେଡିକାଲରେ ପହଞ୍ଚିଥିଲା । ଖବର ପାଇ ନାଉଗାଁ ପୁଲିସ ଜଗତସିଂହପୁର ମେଡିକାଲ୍ରୁ ତିନି ଜଣଙ୍କୁ ଧରିଛି । ଜଣେ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଦୁଇ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/fshsfhfshfsfffffffffffffffff.jpg)