କେନ୍ଦୁଝର/ଭଦ୍ରକ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ସୀମାକୁ ନେଇ ବିବାଦ ଦେଖାଦେଇଛି। ଫଳରେ ଅପଣ୍ଡା ଓରାଳୀ ଛକରେ ପୋଡ଼ା ଜଳା ଦେଖିବାକୁ ମିଳିଛି। ୨୦ ରୁ ଉର୍ଦ୍ଧ ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛି। ୨ ଟି କାର ପୋଡ଼ି ଯାଇଛି। ଘଟଣା ସ୍ଥଳରେ ଭଦ୍ରକ ଜିଲ୍ଲାର ବନ୍ତ ଓ ଅଗରପଡ଼ା ଥାନା ପୁଲିସ ମିତୟନ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାର ନନ୍ଦିପଦା ପୁଲିସ ମୁତୟନ ହୋଇଛନ୍ତି। ଭଦ୍ରକ ଆଡ଼ିସନାଲ ଏସପି , ବନ୍ତ ତହସିଲଦାର ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଉପରେ କଡା ନଜର ରଖାଯାଇଛି। । ଉତ୍ତଜେନାକୁ ପ୍ରଶମିତ କରିବା ପାଇଁ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/9-11.jpg)