ଆସନ୍ତାକାଲି ହେବ ନାହିଁ ବିପିୟୁଟିର ପରୀକ୍ଷା

ଭୁବନେଶ୍ୱର: ବିପିୟୁଟି ପକ୍ଷରୁ ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ବାତିଲ କରି ଦିଆଯାଇଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ମହାବନ୍ଦ ଡାକରା ଯୋଗୁଁ ପରୀକ୍ଷା ଘୁଞ୍ଚିଛି। ଏ ନେଇ ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ବିଜ୍ଞପ୍ତିରେ ଅନୁସାରେ  ପରୀକ୍ଷା ପାଇଁ ନୂଅାଁ ତାରିଖ ଘୋଷଣା ହେବ।

 

ସମ୍ବନ୍ଧିତ ଖବର