ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଚୁଡ଼ା ଗ୍ରାମର ଗେଡି ମୁଣ୍ଡିଆ ନିକଟରେ ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁହେଁ ଭାଇ ଭଉଣୀ ବୋଲି ଜଣାଯାଇଛି। ଉଭୟଙ୍କ ଘର ନୟାଗଡ଼ ଜିଲ୍ଲା ବାଉଁଶିଆପଡ଼ା ନିକଟ ବନମାଳୀପୁର ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଦୁହେଁ ଏକ ପଲସର୍ ଗାଡ଼ିରେ ଘରକୁ ଫେରୁଥିଲେ। ବୋଲଗଡ଼ ପୁଲିସ ଘଟଣାର ତଦନ୍ତ କରୁଛି।
ବାଇକରେ ଘରକୁ ଫେରୁଥିଲେ ଭାଇଭଉଣୀ: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ
/sambad/media/post_attachments/wp-content/uploads/2023/08/accident-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)