୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ରେ କେଉଁ ଯୋଜନାକୁ କେତେ ଟଙ୍କା

ମିସନ ଶକ୍ତି ୨୦୦୦ କୋଟି
କାଳିଆ ୧,୮୭୪ କୋଟି
ମମତା ୨୪୭ କୋଟି
ବସୁଧା ଯୋଜନା ୧,୮୫୦ କୋଟି
ଜାଗା ମିସନ ୧୦୦ କୋଟି
ମଧୁବାବୁ ପେନ୍‌ସନ୍ ଯୋଜନା ୨,୦୧୭ କୋଟି
ଟଙ୍କିକିଆ ଚାଉଳ ୧,୦୨୩ କୋଟି
ବିଜୁ ସେତୁ ଯୋଜନା ୧,୬୮୮ କୋଟି
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ୨,୬୬୪ କୋଟି
ବିଜୁ ଏକ୍ସପ୍ରେସ୍‌ୱେ ୩୦୦‌ କୋଟି
ବିଜୁ କୃଷକ ବିକାଶ ଯୋଜନା ୪୦୦ କୋଟି
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ୨,୩୨୫ କୋଟି
ଜାତୀୟ ସ୍ବାସ୍ଥ୍ୟ ମିସନ ୨,୧୫୬ କୋଟି
ମୋ ସ୍କୁଲ ଅଭିଯାନ ୬୪୬ କୋଟି
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୪୨୦ କୋଟି
ସ୍ମାର୍ଟ କ୍ଲାସ୍‌ ରୁମ୍ ୭୯ କୋଟି
ସମଗ୍ର ଶିକ୍ଷା ୩,୫୮୧ କୋଟି
ଅବଢା ୧,୩୨୫ କୋଟି
ସମଲେଇ ୨୦୦ କୋଟି
ଏକାମ୍ର ୨୦୦ କୋଟି
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ୧,୫୫୦ କୋଟି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୬୭୪ କୋଟି
ପ୍ରସାଦ ଯୋଜନା ୩୯ କୋଟି
ଜଳ ଜୀବନ ମିସନ ୬,୦୦୦ କୋଟି
ସ୍ବଚ୍ଛ ଭାରତ ଅଭିଯାନ ୨୫୦ କୋଟି
ସ୍ମାର୍ଟ ସିଟି ୨୦୦ କୋଟି
ଅମୃତ ଯୋଜନା ୬୦୧ କୋଟି
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ, ବିଜୁ ପକ୍କା ଘର ଯୋଜନା ୫,୯୦୬ କୋଟି
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଅର୍ବାନ ୫୦୦ କୋଟି
ମିସନ ଶକ୍ତି ଗୃହ ନିର୍ମାଣ ୧୭୬ କୋଟି
ମହିଳା ଏସ୍‌ଏଚ୍‌ଜିଙ୍କୁ ଆର୍ଥିକ ସହାୟତା ୭୭୩ କୋଟି
ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ୪୮୫ କୋଟି
ନବକୃଷ୍ଣ ଚୌଧୁରୀ ସେଚ୍ଚ ଉନ୍ନୟନ ଯୋଜନା ୫୦ କୋଟି
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ୨,୪୯୩ କୋଟି
୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ୧୦୦ କୋଟି
ଅନ୍ବେଷା ୩୪୩ କୋଟି
ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ବୃତ୍ତି ୬୪୨ କୋଟି
ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ୨୬୯ କୋଟି
ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ୧୭୮ କୋଟି
ଏମ୍ଏଲ୍‌ଏଲ୍ୟାଡ୍‌ ପାଣ୍ଠି ୪୪୧ କୋଟି
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ୧୮୦ କୋଟି
ବିଜୁ କେବିକେ ଯୋଜନା ୨୫୦ କୋଟି
ସ୍ବାଭିମାନ ଅଂଚଳ ସେତୁ ସ୍କିମ୍ ୫୦ କୋଟି
ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟ ୧୬୯ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୪୬ କୋଟି
ମୁଖ୍ୟମନ୍ତ୍ରୀ ବରିଷ୍ଠ କାରିଗର ସହାୟତା ଯୋଜନା ୩୪ କୋଟି
ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା ୧୫ କୋଟି

ସମ୍ବନ୍ଧିତ ଖବର