୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ରେ କେଉଁ ବିଭାଗକୁ କେତେ ଟଙ୍କା

ବିଭାଗ     ଅଟକଳ (ଟଙ୍କାରେ)

ସ୍ବରାଷ୍ଟ୍ର -୬୪୧୦କୋଟି
ସାଧାରଣ ପ୍ରଶାସନ ଓ ସାଧାରଣଅଭିଯୋଗ  ୫୩୪କୋଟି
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା  ୧୫୧୧କୋଟି
ଆଇନ୍‌  ୬୦୮କୋଟି
ଅର୍ଥ  ୫୮୫୫୬କୋଟି
ବାଣିଜ୍ୟ  ୧୮୪କୋଟି
ନିର୍ମାଣ  ୮୩୮୩କୋଟି
ଓଡ଼ିଶା ବିଧାନସଭା  ୧୮୮କୋଟି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ  ୧୨୦୫କୋଟି
ବିଦ୍ୟାଳୟ ଓ ଗଣଶିକ୍ଷା  ୨୦୬୩୬କୋଟି
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଓ ପଛୁଆବର୍ଗ କଲ୍ୟାଣ ୪୦୯୨କୋଟି
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୧୨୩୪୨କୋଟି
ଗୃହ ନିର୍ମାଣ ଓ ପୌର ଉନ୍ନୟନ ୭୨୫୮କୋଟି
ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା‌ ୧୯୫କୋଟି
କ୍ରୀଡ଼ା ଓ ଯୁବସେବା ୯୧୧କୋଟି
ଯୋଜନା ଓ ସଂଯୋଜନ ୩୦୩୫କୋଟି
ପଞ୍ଚାୟତିରାଜ ଓ ପାନୀୟ ଜଳ ୨୧୭୪୧କୋଟି
ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ ୨କୋଟି
ଶିଳ୍ପ ୬୪୬କୋଟି
ଜଳସମ୍ପଦ ୧୦୦୪୫କୋଟି
ପରିବହନ ୧୧୯୨କୋଟି
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ୧୧୧୨କୋଟି
କୃଷି ଓ କୃଷକ ସଶକ୍ତୀକରଣ ୬୪୪୬କୋଟି
ଇସ୍ପାତ ଓ ଖଣି ୧୮୩କୋଟି
ସୂଚନା ଓ ଲୋକସମ୍ପର୍କ ୧୨୯କୋଟି
ଅବକାରୀ ୧୫୮କୋଟି
ବିଜ୍ଞାନ ଓ ବୈଷୟିକ ୧୮୭କୋଟି
ଗ୍ରାମ୍ୟ ଉନ୍ନୟନ ୬୯୬୭କୋଟି
ସଂସଦୀୟ ବ୍ୟାପାର ୮୪କୋଟି
ଶକ୍ତି ବିଭାଗ ୩୪୮୨କୋଟି
ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ୨୦୩କୋଟି
ପର୍ଯ୍ୟଟନ ୫୯୦କୋଟି
ମତ୍ସ୍ୟ ଓ ପଶୁ ସମ୍ପଦ ଉନ୍ନୟନ ୧୬୫୮କୋଟି
ସମବାୟ ୧୮୪୧କୋଟି
ସାଧାରଣ ଉଦ୍ୟୋଗ ୧୦କୋଟି
ମହିଳା ଓ ଶିଶୁ କଲ୍ୟାଣ ୩୫୬୭କୋଟି
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ୩୦୨କୋଟି
ଉଚ୍ଚ ଶିକ୍ଷା ୨୮୩୬କୋଟି
ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ୮୧୧କୋଟି
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୬୨୩କୋଟି
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ୩୭୦୬କୋଟି
ବିପର୍ଯ୍ୟୟ ପରିଚାଳନା ୩୨୬୨କୋଟି
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ୧୬୯କୋଟି
ମିସନ୍ ଶକ୍ତି ୨୦୦୦କୋଟି

ସମ୍ବନ୍ଧିତ ଖବର