ଅନୁଗୁଳ : ଅନୁଗୁଳରେ ପୁଣି ବସ୍ ଓଲଟିଲା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଓରଭ ବ୍ରିଜ ଉପରେ ଏକ ଯାତ୍ରୀବାହୀ ବସ ଓଲଟି ପଡିଛି। ଫଳରେ ବସ୍ ଭିତରେ ବହୁ ଯାତ୍ରୀ ଫଶି ରହିଛନ୍ତି। ଯାତ୍ରୀମାନଙ୍କୁ ବସ୍ ଭିତରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅନୁଗୁଳରେ ପୁଣି ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ୍, ଉଦ୍ଧାର କାର୍ଯ୍ୟ ଜାରି
/sambad/media/post_attachments/wp-content/uploads/2019/06/bus-accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)