କୋଇଡା: କୋଇଡା ବ୍ଲକ୍ କେ.ବଲାଙ୍ଗ ଥାନା ନିକଟ ଜାତୀୟ ରାଜପଥ ୫୨୦ ଠାରେ ରାଉରକେଲାରୁ କୋଇଡାକୁ ଆସୁଥିବା ଏକ ଘରୋଇ ବସ୍ "ଲିଙ୍ଗରାଜ" ଅପରପାର୍ଶରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି ।
/filters:format(webp)/sambad/media/media_files/2025/09/25/bus-truck-head-on-collision-2025-09-25-12-17-43.jpeg)
ଫଳରେ ଘଟଣା ସ୍ଥଳରେ ୫ ରୁ ଉର୍ଦ୍ଧ୍ଵଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ ଝରକାକୁ କଟର୍ ସାହାଯ୍ୟରେ କାଟି ଯାତ୍ରୀମାନଙ୍କୁ ବାହାର କରୁଛନ୍ତି ।
/filters:format(webp)/sambad/media/media_files/2025/09/25/bus-truck-head-on-collision-2025-09-25-12-18-02.jpeg)
ଅବିନାଶ ଶର୍ମା, ମଳୟ ସାହୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/25/bus-truck-head-on-collision-over-5-dead-many-passengers-seriously-injured-rescue-operation-underway-2025-09-25-12-17-11.jpg)