ଯୁଯୁମୁରା : ଗତ ୪ ତାରିଖରେ ଯୁଯୁମୁରାସ୍ଥିତ ସିଆର୍ପିଏଫ୍ ଦ୍ବାଦଶ ବାଟାଲିୟନର ଯବାନ୍ ବୁଟା ସିଂଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପୁଲିସ୍ ତଦନ୍ତ ଜାରି ରହିଛି। ଆତ୍ମହତ୍ୟା ବେଳେ ବୁଟା ସିଂ ମୋବାଇଲରେ କୌଣସି ଜଣେ ବ୍ୟକ୍ତିଙ୍କୁ ଭିଡିଓ କଲ କରୁଥିବା ପୁଲିସ୍ର ହସ୍ତଗତ ହୋଇଥିବା କଲ୍ ଡିଟେଲ୍ ରେକର୍ଡରୁ ଜଣାପଡ଼ିଛି। ତେବେ ଏନେଇ ଘଟଣାର ତଦନ୍ତକାରୀ ଅଧିକାରୀ ଯାଜ୍ଞେଶ୍ବର ପାଣିଗ୍ରାହୀଙ୍କୁ ଯୋଗାଯୋଗ କରାଯିବାରେ ଉକ୍ତ ନମ୍ବର ଜଣାପଡ଼ିଛି। ଯାଞ୍ଚ ପରେ କଲ୍ରେ ସେ କ’ଣ କହିଥିଲେ ସେ ସୂଚନା ଦିଆଯିବ ବୋଲି କହିଥିଲେ।
ଭିଡିଓ କଲ୍ କରି ବୁଟାଙ୍କ ଆତ୍ମହତ୍ୟା!
/sambad/media/post_attachments/wp-content/uploads/2019/06/su.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)