ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳ ସଭାପତି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ନିଯୁକ୍ତି ମିଳିଛି। ସେହିଭଳି ଛାତ୍ର ଜନତା ଦଳ ସଭାପତି ଭାବେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ କାର୍ଯ୍ୟ କରିବେ। ଆଜି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ସଂପର୍କରେ ଦଳର ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜ ଏକ ପ୍ରେସ ଇସ୍ତାହାର ଜାରି କରିଛନ୍ତି। ପୂର୍ବରୁ ଉଭୟ ଯଛାତ୍ର ସଂଗଠନର ପୁନର୍ବିନ୍ୟାସ କରାଯାଇଥିଲା। ତେବେ ବ୍ୟୋମକେଶଙ୍କୁ ସାଧାରଣ ସଂପାଦକ ଛାତ୍ର ବ୍ୟାପାରରୁ ଆଜି ଅବ୍ୟାହତି ଦିଆଯାଇଛି। ଦଳ ପକ୍ଷରୁ ଏ ସଂପର୍କରେ ବିଳମ୍ବିତ ରାତିରେ ସୂଚନା ଦିଆଯାଇଛି।
ବ୍ୟୋମକେଶ ଯୁବ, ଦେବୀରଂଜନ ଛାତ୍ର ବିଜେଡି ସଭାପତି
/sambad/media/post_attachments/wp-content/uploads/2020/09/bjd-president-youth.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)