ଭୁବନେଶ୍ବର : ଶୁକ୍ରବାର ଦିନ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ହେବାକୁ ଥିବା ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି। ଗତ ସପ୍ତାହରେ କ୍ୟାବିନେଟ୍ ବୈଠକ ବସି ୩୨ଟି ପ୍ରସ୍ତାବ ପାରିତ ହୋଇଥିଲା। ସାତ ଦିନ ବ୍ୟବଧାନରେ ପୁନର୍ବାର କ୍ୟାବିନେଟ୍ ଡକାଯାଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp