ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁ ହଇଜା , ଝାଡାବାନ୍ତି ବ୍ୟାପିପାରେ ବୋଲି ସତର୍କ କରାଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ଏନେଇ ସବୁ ଜିଲ୍ଲାର ସିଡିଏମଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ପୂର୍ବରୁ ଝାଡା ବାନ୍ତି ବ୍ୟାପିଥିବା ୭ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଏବେ ବି ସେହି ୭ ଜିଲ୍ଲାରେ ଡାକ୍ତରୀ ଟିମ ବୁଲୁଛନ୍ତି ବୋଲି ସୂଚନା ରହିଛି।
ଲଗାଣ ବର୍ଷା ଯୋଗୁ ପୁଣି ବ୍ୟାପିପାରେ ହଇଜା: ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର
/sambad/media/post_attachments/wp-content/uploads/2022/08/69a62b57-18f7-4259-8b93-fbc7f29b5b62-720x430-1-1.jpg)