ଗଞ୍ଜେଇ ଜବତ, ବେପାରୀ ଗିରଫ

କଣ୍ଟାମାଳ: କଣ୍ଟାମାଳ ବ୍ଲକ୍‌ ଲମ୍ବସରୀ ପଞ୍ଚାୟତ ଖମାର ଗାଁରେ କଣ୍ଟାମାଳ ଥାନା ପୁଲିସ ଚଢ଼ଉ କରି ସାଢ଼େ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି।

ଏହି ମାମଲାରେ ସଂପୃକ୍ତ ଗଞ୍ଜେଇ ବେପାରୀ ସୀତାରାମ ଷଡ଼ଙ୍ଗୀଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର