ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମଗ୍ର ରାଜ୍ୟର ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ ନିମନ୍ତେ କେତେକ ପ୍ରାର୍ଥୀ ବୁଧବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
କୋଟପାଡ଼ ବିଧାନସଭା ଆସନ ଲାଗି ଚନ୍ଦ୍ରଶେଖର ମାଝୀ ତାଙ୍କର ସମର୍ଥକଙ୍କ ଗହଣରେ ଯାଇ ରିଟର୍ଣ୍ଣିଙ୍ଗ୍ ଅଫସିରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/03/2-2-300x169.jpg)
ନବରଙ୍ଗପୁର କଲେକ୍ଟର୍ ଅଫିସରେ ଝରିଗାଁ ବିଧାନସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/03/3-2-300x169.jpg)
ଗୁଣୁପୁର ନିର୍ବାଚନ ମଣ୍ଡଳୀ ଲାଗି ସିପିଆ (ଏମ୍ଏଲ୍) ପ୍ରାର୍ଥୀ ତ୍ରିପତି ଗମାଙ୍ଗ ତାଙ୍କ ସମର୍ଥକଙ୍କ ଗହଣରେ ପଟୁଆରରେ ଯାଇ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/1-1.jpg)