ମାଲକାନଗିରି: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜୟପୁର ଜାତୀୟ ରାଜପଥ ପାଙ୍ଗମ ଗ୍ରାମ ନିକଟରେ ଏକ ପୋଲ ତଳକୁ ଖସିଯାଇଥିଲା କାର । କାରରେ ୪ଜଣ ଯାତ୍ରୀ ବସିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ସକାଳୁ ଗାଡ଼ି ନିକଟରେ ପହଞ୍ଚି ତଦାରଖ କରିବା ପରେ ମାଥିଲି ପୁଲିସକୁ ଖବର ଦେଇଥିଲେ।
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର
/sambad/media/post_attachments/wp-content/uploads/2020/11/t-30.jpg)