ଝାରସୁଗୁଡ଼ା: ଝାରସୁଗୁଡା ପୁଲିସ ଲାଇନ ମାରୱାଡ଼ିପଡା ମିଶ୍ର ଟକିଜ୍ ରୋଡ୍ରେ ଶନିବାର ରାତି ୧ ଟାରେ ରାସ୍ତା କଡ଼ରେ ଛିଡା ହୋଇଥିବା ସିଂପି ଜୟସ୍ବାଲଙ୍କ କିଆ କାର୍ (ଓଡି ୨୩ ଏନ୍ ୩୧୮୭)ରେ ଅଗ୍ନିକାଣ୍ଡ ଘଟି କାର୍ଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି।
ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ କାର୍ରେ କିପରି ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/14-12.jpg)