କଂଗ୍ରେସ ସମର୍ଥକଙ୍କୁ ଆକ୍ରମଣ ଅଭିଯୋଗ : ମନ୍ତ୍ରୀ ବଦ୍ରିପାତ୍ରଙ୍କ ପୁଅଙ୍କ ନାଁରେ ମାମଲା ରୁଜ୍ଜୁ

କେନ୍ଦୁଝର: ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଙ୍କ ନାମ ରେ ମାମଲା ରୁଜ୍ଜୁ ହୋଇଥିବା ସୂଚନା ହସ୍ତଗତ ହୋଇଛି । ଅଙ୍ଗରୁଆ ଗ୍ରାମରେ କଂଗ୍ରେସ ସମର୍ଥକଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ ଅଭିଯୋଗ ହେବା ପରେ ରାମଚନ୍ଦ୍ରପୁର ଥାନା ରେ ଦେବାଶିଷଙ୍କ ସମେତ ୭ଜଣ ଙ୍କ ନାମ ରେ ମାମଲା ରୁଜୁ ହୋଇଛି । ଗୁରୁତର କଂଗ୍ରେସ ସମର୍ଥକଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର