ବାଲେଶ୍ୱର: ଗ୍ରିନରେ ଚିଟଫଣ୍ଡ ଠକେଇ ମାମଲାରେ ଜଳେଶ୍ୱରରୁ ୨ ଜଣ ନିର୍ଦ୍ଦେଶକଙ୍କୁ ଉଠାଇନେଲା ସିବିଆଇ ଟିମ। ଗିରଫ ନିର୍ଦ୍ଦେଶକ ଦ୍ୱୟ ହେଲେ ମିର ସଇମତ ଓରଫ କାଲୁ ଓ ମିର ଜମିରୁଦ୍ଦିନ ଓରଫ ଜମିର।
ଭୁବନେଶ୍ବର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଏସପି ଅଶୋକ କୁମାରଙ୍କ ନେତୃତ୍ୱରେ ଆସିଥିବା ଟିମରେ ୩ରୁ ଅଧିକ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/ed.png)