ଭୁବନେଶ୍ୱର : ଅର୍ଥତତ୍ତ୍ୱ ଠକେଇ ମାମଲା ସିବିଆଇ ପକ୍ଷରୁ ସତ୍ୟପ୍ରିୟ ଜୟସିଂହଙ୍କୁୁ ହାଜର ପାଇଁ ନୋଟିସ୍ କରାଯାଇଥିବା ବିଶେଷସୂତ୍ରରୁ ଖବର ମିଳିଛି। ଏହି ନୋଟିସ ପାଇବାର ୧୦ ଦିନ ମଧ୍ୟରେ ସେ ସିବିଆଇରେ ହାଜର ହେବାକୁ କୁହାଯାଇଛି। ତେବେ ତାଙ୍କୁ କେଉଁ କାରଣରୁ ସିବିଆଇ ନୋଟିସ୍ କରିଛି, ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ପ୍ରକାଶଥାଉକି, ଅର୍ଥତତ୍ତ୍ୱ ମାମଲାରେ ସିବିଆଇ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଜେରା କରିବା ସହିତ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ନୋଟିସ୍ କରିଛି। ୨୦୧୬ ମସିହା ଅଗଷ୍ଟ ମାସରେ ସିବିଆଇ ଜୟସିଂହଙ୍କୁ ମଧ୍ୟ ଜେରା କରିଥିଲା।
ଅର୍ଥତତ୍ତ୍ୱ ଠକେଇ: ସତ୍ୟପ୍ରିୟଙ୍କୁ ନୋଟିସ୍
/sambad/media/post_attachments/wp-content/uploads/2018/07/artha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)